ଯୁବାବସ୍ଥାରେ ଏହି ଅଭାବ କାରଣରୁ ଯୌନ ବିକୃତି ହୋଇଥାଏ ! ଏହି ଉପାୟ ଅବଲମ୍ବନ କରି ରୋଗରୁ ପାଇପାରିବେ ମୁକ୍ତି
ଯୁବାବସ୍ଥାରେ ଯୌନ ଶିକ୍ଷାର ଅଭାବ କାରଣରୁ ଯୁବକ ମାନଙ୍କୁ ଜୀବନ ତମାମ ଦୁଃଖ ଭୋଗିବା ପାଇଁ ପଡିଥାଏ । ନିଜର ସମସ୍ୟା ବିଷୟରେ ଅନ୍ୟ କାହାକୁ ଜଣାଇବା ପାଇଁ ଭୟ କରିବା କାରଣରୁ ସମସ୍ୟା ଧୀରେ ଧୀରେ ବଢି ଚାଲିଥାଏ ଯାହାଫଳରେ ଶାରୀରିକ ଏବଂ ମାନସିକ ସ୍ତରରେ ମନୁଷ୍ୟ ଦୁର୍ବଳ ହୋଇପଡ଼ିଥାଏ ।
ଏହି ସମସ୍ୟା ଶାରୀରିକ ସମସ୍ୟା ଦେବା ସହ ମନୁଷ୍ୟକୁ ମାନସିକ କ୍ଷେତ୍ରରେ ମଧ୍ୟ ଦୁର୍ବଳ କରିଦେଇଥାଏ । ମନୁଷ୍ୟ ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଦେଖାଯିବା ସହ ଲିଙ୍ଗ ଦୁର୍ବଳତା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଉଥିବା ଯୌନ ବିକୃତି ମଧ୍ୟରେ ଲିଙ୍ଗ ଦୁର୍ବଳତା ଏକ ମୁଖ୍ୟ କାରଣ ଅଟେ । ଏହା ଏହିପରି ଏକ ସ୍ଥିତି ଅଟେ ଯାହା ଲିଙ୍ଗର ଟିସୁ ଦୁର୍ବଳତା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।
ଏହି ସମସ୍ୟା ଭୋଗୁଥିବା ଲୋକଙ୍କୁ ଲିଙ୍ଗ ପୀଡା ହୋଇଥାଏ ଏବଂ ସମ୍ଭୋଗ କରିବା ସମୟରେ ସମସ୍ୟା ଭୋଗିବା ପାଇଁ ପଡିଥାଏ । ଆପଣଙ୍କୁ କୌଣସି ଯୌନ ସମସ୍ୟା ଦେଖାଗଲେ ତଳେ ଇଲ୍ଲେଖ ହୋଇଥିବା ଲକ୍ଷଣ ଗୁଡିକ ଦେଖାଯିବ ।
ଲକ୍ଷଣ :
ଲିଙ୍ଗ ଉପରେ ଗଣ୍ଠି ପଡିବା କିମ୍ବା କଠୋରତା ଦେଖାଯାଏ । ଲିଙ୍ଗ ଉପର ପାର୍ଶ୍ଵରୁ କିମ୍ବା ଲିଙ୍ଗର ତଳ ଅଂଶ ବଙ୍କା ହୋଇଯିବା । ସମ୍ଭୋଗ କରିବା ସମୟରେ ପୀଡା ଅନୁଭବ କରିବା । ଉପରୋକ୍ତ ଲକ୍ଷଣ ଗୁଡିକ ଅନୁଭବ କଲେ ଆପଣ ତୁରନ୍ତ ଚିକିତ୍ସକଙ୍କ ସହ ସମ୍ପର୍କ କରନ୍ତୁ ।
ଲିଙ୍ଗ ସାମାନ୍ୟ ସ୍ଥିତିରେ ଥିଲେ କୌଣସି ପ୍ରକାରର ସମସ୍ୟା ଦେଖାଯାଇନଥାଏ କିନ୍ତୁ ଲିଙ୍ଗରେ ଉତ୍ତେଜନା ସୃଷ୍ଟି ହେଲେ ଏହି ସବୁ ଲକ୍ଷଣ ଗୁଡିକ ଅନୁଭବ ହୋଇଥାଏ । ସମ୍ଭୋଗ କରିବା ସ୍ଥିତିରେ ଲିଙ୍ଗ ଏକ ପାର୍ଶ୍ୱକୁ ମୋଡି ହୋଇଯାଇଥାଏ ।
ଲିଙ୍ଗ ବଙ୍କା ହେବା ଲକ୍ଷଣ :
ଲିଙ୍ଗ ବଙ୍କା ହେବାର କୌଣସି ନିର୍ଦ୍ଧିଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । ଲିଙ୍ଗରେ ଆଘାତ ଲାଗିଲେ କିମ୍ବା ସମ୍ଭୋଗ କରିବା ସମୟରେ ଲିଙ୍ଗରେ ବକ୍ରତା ଦେଖାଯାଇଥାଏ । ଏହି ସ୍ଥିତିରେ ଲିଙ୍ଗ ମଧ୍ୟରେ ରକ୍ତସ୍ରାବ ହୋଇଥାଏ । ଏହା ମଧ୍ୟ ହୋଇପାରେ ଲିଙ୍ଗରେ ଆଘାତ ଲାଗିବା ସମୟରେ ଆପଣ ଜାଣି ପାରନ୍ତି ନାହିଁ କିନ୍ତୁ ପରବର୍ତ୍ତୀ ସମୟରେ ଲିଙ୍ଗ ବକ୍ରତା ହେବା ଫଳରେ ଆପଣଙ୍କୁ ପୀଡା ଅନୁଭୂତ ହୋଇଥାଏ ।
ଚିକିତ୍ସା :
ଏହି ସମସ୍ୟା ଗୁଡିକ ଜାଣିବା ନିମନ୍ତେ ଡାକ୍ତର ଆପଣଙ୍କୁ ପରୀକ୍ଷା କରାଇବା ପାଇଁ କୁହନ୍ତି । ଏହାର ଚିକିତ୍ସା ନିମନ୍ତେ ଆପଣଙ୍କୁ ମୂତ୍ର ରୋଗ ବିଶେଷଜ୍ଞଙ୍କ ସମ୍ପର୍କ କରିବା ଉଚିତ । ଯାଞ୍ଚ ସମୟରେ ଲିଙ୍ଗକୁ ସ୍ପର୍ଶ କଲେ ପୀଡା ଅନୁଭୂତ ହୋଇଥାଏ ଏବଂ ଚିକିତ୍ସକ ସ୍ଥିତିର ଅନୁଧ୍ୟାନ କରି ଔଷଧ, ସର୍ଜରୀ ଏବଂ ମନୋବୈଜ୍ଞାନିକ ମାଧ୍ୟମରେ ଆପଣଙ୍କ ଚିକିତ୍ସା କରାଯାଇଥାଏ । ବେଳେବେଳେ ଆପଣଙ୍କ ଲିଙ୍ଗର ଅଲ୍ଟ୍ରାସାଉଣ୍ଡ ମଧ୍ୟ କରାଯାଇଥାଏ । ଯଦି ଲିଙ୍ଗରେ କ୍ୟାଲସିୟମ ଜମା ହୋଇଥିଲେ ଏକ୍ସରେ ମାଧ୍ୟମରେ ତାହା ବିଷୟରେ ଜଣା ପଡିଥାଏ । ଅଲ୍ଟ୍ରାସୋନୋଗ୍ରାଫିରେ ମଧୁମେୟ କିମ୍ବା ହର୍ମୋଲ ଅସ୍ଥିରତା ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା କରାଯାଇଥାଏ । ସାଧାରଣତଃ ଡାକ୍ତର ସେହି ଔଷଧ ଗୁଡିକ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି ଯାହା ଫାଇବ୍ରଏଡ୍ ର ଆକାରକୁ କମ କରିଥାଏ । ଧ୍ୟାନ ରଖନ୍ତୁ କୌଣସି ମଧ୍ୟ ଔଷଧ ବିନା ଡାକ୍ଟରଙ୍କ ପରାମର୍ଶରେ ସେବନ କରନ୍ତୁ ନାହିଁ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।



