ବଜ୍ରପାତରେ ବୃଦ୍ଧ ମୃତ
ଦଶପଲ୍ଲା : ସୋମବାର ଅପରାହ୍ନରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ପଞ୍ଚାୟତର ବାଙ୍କମୁଣ୍ଡାରେ ବଜ୍ରପାତ ଘଟି ଜଣେ ବ୍ରୁଦ୍ଧ ମ୍ରୁତ୍ୟୁବରଣ କରିଛନ୍ତି। ମ୍ରୁତକ ଜଣକ ହେଲେ ବଂକାମୁଣ୍ଡା ଗ୍ରାମର ଶିବପ୍ରସାଦ ନାୟକ। ବୟସ ୬୫ବର୍ଷ ବୋଲି ଜଣାପଡିଛି। ଶିବପ୍ରସାଦଙ୍କୁ ମଧ୍ଯଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ମ୍ରୁତ ଘୋଷଣା କରିଥିଲେ।
