ଜୋନସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା : ବାଳିକା ବିଭାଗରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ୧ମ ଓ ବାଳକ ବିଭାଗରେ ଏମ୍କେସି ଉଚ୍ଚ ବିଦ୍ୟାଳୟ ୪ର୍ଥ ବାଲେଶ୍ୱର ଜୋନସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା : ବାଳିକା ବିଭାଗରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ୧ମ ଓ ବାଳକ ବିଭାଗରେ ଏମ୍କେସି ଉଚ୍ଚ ବିଦ୍ୟାଳୟ ୪ର୍ଥ November 13, 2022 ବାଲେଶ୍ୱର : ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲାକୁ ନେଇ ଜୋନସ୍ତରୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା-୨୦୨୨ ବାଲେଶ୍ୱର ସ୍ଥିତ ଜିଲା ସ୍କୁଲ ପ୍ରାଙ୍ଗଣରେ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ... Read More