ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ : ରୌପ୍ୟ ଜିତିଲେ ମୀରାବାଈ ଚାନୁ ଖେଳ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ : ରୌପ୍ୟ ଜିତିଲେ ମୀରାବାଈ ଚାନୁ December 7, 2022 ନୂଆଦିଲ୍ଲୀ: କଲମ୍ବିଆର ବୋଗୋଟାରେ ଅନୁଷ୍ଠିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ସେ ମୋଟ ୨୦୦ କିଲୋଗ୍ରାମ ଉଠାଇ ଏହି ସଫଳତା ହାସଲ କରିଛନ୍ତି। ଅଲିମ୍ପିକ୍ ପଦକ ବିଜେତା ମୀରାବାଇ... Read More