ୱାର୍ଲ୍ଡ ଆଥଲେଟିକ୍ସରେ ଭାଗନେବେ ଦୂତୀ ଖେଳ ୱାର୍ଲ୍ଡ ଆଥଲେଟିକ୍ସରେ ଭାଗନେବେ ଦୂତୀ March 12, 2022 ନୂଆଦିଲ୍ଲୀ : ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବିୟାର ବେଲଗ୍ରେଡ୍ଠାରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ଆଥଲେଟିକ୍ସ ଇନ୍ଡୋର୍ ଚାମ୍ପିଅନ୍ଶିପ୍ରେ ଦେଶର ଦ୍ରୁତତମ ଧାବିକା ଓଡ଼ିଆ ପ୍ରତିଯୋଗୀ ଦୂତୀ ଚାନ୍ଦ ଅଂଶଗ୍ରହଣ କରିବେ।... Read More