ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ୧୦ କିମି ଚାଲିରେ ରୌପ୍ୟ ଜିତିଲେ ପ୍ରିୟଙ୍କା କମନୱେଲଥ ଗେମ୍ସ-୨୦୨୨ ଖେଳ ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ୧୦ କିମି ଚାଲିରେ ରୌପ୍ୟ ଜିତିଲେ ପ୍ରିୟଙ୍କା August 6, 2022 ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଆଉ ଏକ ପଦକ । ଶନିବାର ମହିଳା ୧୦ କିଲୋମିଟର ଚାଲିରେ ପ୍ରିୟଙ୍କା ଗୋସ୍ୱାମୀ ରୌପ୍ୟ ପଦକ ଜିତିଛନ୍ତି। ସେ ୪୩:୩୮:୦୦ ମିନିଟ୍ ସହ ଦ୍ବିତୀୟ ସ୍ଥାନରେ... Read More