ULFA Extends Unilateral Ceasefire

ଗୁଆହାଟୀ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆସାମରେ ଯୁଦ୍ଧବିରତିକୁ ଆଉ ତିନିମାସ ପାଇଁ ବଢାଇଲା ନିଷିଦ୍ଧ ଘୋଷିତ ବିଛିନ୍ନତାବାଦୀ ସଂଗଠନ ଉଲଫା (ସ୍ୱାଧୀନ)। ଉଲଫାର କମାଣ୍ଡର–ଇନ–ଚିଫ ପରେଶ ବରୁଆ ଗଣମାଧ୍ୟମକୁ ଏକ ଇମେଲ... Read More

Categories