କେନାଲରେ ଭାସିଗଲେ ୨ ନାବାଳକ, ମୃତଦେହ ଉଦ୍ଧାର କେନ୍ଦୁଝର କେନାଲରେ ଭାସିଗଲେ ୨ ନାବାଳକ, ମୃତଦେହ ଉଦ୍ଧାର October 31, 2021 କେନ୍ଦୁଝର : କେନ୍ଦୁଝର ଜିଲା ହାଟଡ଼ିହି ନିକଟରେ ଘଟିଛି ଏହି ଅଘଟଣ। କେନାଲରେ ଭାସି ଗଲେ ଦୁଇ ନାବାଳକ। ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଅନ୍ୟ... Read More