ସ୍ପାନିଶ୍ ପାରା ବ୍ୟାଡ୍ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ : ତିନୋଟି ସ୍ୱର୍ଣ୍ଣପଦକ ଜିତିଲେ ପ୍ରମୋଦ ଖେଳ ସ୍ପାନିଶ୍ ପାରା ବ୍ୟାଡ୍ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ : ତିନୋଟି ସ୍ୱର୍ଣ୍ଣପଦକ ଜିତିଲେ ପ୍ରମୋଦ March 6, 2022 ଭୁବନେଶ୍ୱର : ସ୍ପେନ୍ର ଭିକ୍ଟୋରିଆ ସହରରେ ଗତ ୧ ତାରିଖଠାରୁ ଚାଲିଥିବା ସ୍ପାନିଶ୍ ପାରା ବ୍ୟାଡ୍ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ବିଶ୍ୱର ଏକ ନମ୍ବର ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ତିନୋଟି... Read More