Today Anuchinta

ଯିଏ ସହେସେ ଦୁନିଆ କୁ ଅତିସହଜରେ ଯିତିଯାଏଏଇ ଯେମିତି ପୂଥିବୀବର୍ଷା ଯେତେ ଯୋରେ୍ ହଉନାକାହିଁକିପୂଥିବୀ ମୁଣ୍ଡ ପାତି ହସି ହସିସହି ଯାଏବନ୍ଧୁକହିବା ଠାରୁ ସହିବା ଶିଖନ୍ତୁ ।।????????ଜୟ ଜଗନ୍ନାଥ ?... Read More
ଅଂହଙ୍କାର ମଣିଷ କୁଅନ୍ଧ କରିଦିଏକାହିଁକି ନାଅଧିକ ଲୋଭ ଅଧିକ ଟଙ୍କାମଣିଷ କୁ ଅନ୍ଧକାର ଆଡକୁଠେଲି ନିଏବନ୍ଧୁଇଶ୍ବର ମଣିଷ ପାଖରେକିଛି ନା କିଛି ଦୁର୍ବଳ ଛାଡିଯାଇଛନ୍ତିଗୋଟିଏ ପାର୍ଶ୍ୱ ଭଲ ହେଲେଗୋଟିଏ ପାର୍ଶ୍ୱ ମନ୍ଦ ।।???????? ଜୟ... Read More
ବିତିଗଲା ସମୟ ଭିତରେଯଦି ଆମେ କିଛି ଭଲ କର୍ମନ କରିବା ତେବେଆମେ ହଜି ଯାଇଥିବା ସମୟପରି ବାଟବଣା ହୋଇଯିବାବନ୍ଧୁଯଦି ବିତି ଯାଇଥିବାସମୟ ଭିତରେଆମେ କିଛି ଭଲ କର୍ମକରିଥିବା ତେବେଏ ଦୁନିଆ ଆଗରେ ଆମେମରିକି ବି... Read More
ନିଜକୁ ନିଜେ କେବେଚାଲାକ ଭାବିବନିବନ୍ଧୁସମସ୍ତଙ୍କ ଠାରୁ ଇଶ୍ବରହେଉଛନ୍ତି ଉପରେକାହିଁକି ନାସେ ତୁମକୁ ଯେମିତି ଚାହିଁବେସେମିତି ନଚେଇ ପାରିବେଫୁଲ ର ବାସ୍ନାଇଶ୍ବର ଦେଇଥାନ୍ତି ପୁଣି ବେଳବୁଡିଲେ ନେଇ ଯାଆନ୍ତିଇଶ୍ବର ନ ଚାହିଁଲେପବନ ବି ବହେ ନାହିଁ... Read More
ଯିଏ ନିଜ ସ୍ବାର୍ଥ ଦେଖେସିଏ ନିଜ ଦୁନିଆରେ ରହିଯିବସ୍ବାର୍ଥ ନିଜ ପାଇଁ ନୁହଁଦୁନିଆ ପାଇଁ ଦେଖଦେଖିବ ସଂସାର ହସିଲେତୁମେ ହସିବବନ୍ଧୁଜଣିଏ ହସୁଥିବଜଣିଏ କାନ୍ଦୁଥିବତୁମେ ଦେଖି କେମିତିହସି ପାରିବ ।।????????ଜୟ ଜଗନ୍ନାଥ ?... Read More
ଯାହାକୁ ତୁମେ ଇର୍ଷାରେ ଅଧିକ ଘୃଣା କରତାକୁ ତୁମେ ଅଧିକ ରାଗମନେ ପକାଅବନ୍ଧୁଯିଏ ତୁମକୁ ଇର୍ଷା କରୁଛିସେ ତୁମର ଶୁଭ ଚିନ୍ତକକାହିଁକି ନାସିଏ ଯେତିକି ଉପରକୁ ଯାଉଛିତୁମେ ତା”ଆ ଠାରୁ ଆଉଟିକେ ଉପରକୁ ଯିବାକୁଚେଷ୍ଟା... Read More
ବିରହ ରେ ଜଳିଲେଶରୀର ଜଳିଉଠେକିନ୍ତୁଆତ୍ମା କୁ ଜାଳିବା ଶକ୍ତିକାହାର ଅଛିବନ୍ଧୁବିଧାତା ଯାହା ଲେଖିଛି କପାଳେତାକୁ ଲିଭେଇ ବା ଶକ୍ତିକାହାର ଅଛିଆଜିର କଥା କାଲିକି ନାହିଁବେଳ ବୁଡିଲେଅନ୍ଧାର ହସେଆଲୋକ ଆସିଲେଦୁନିଆ ହସେ । ।?‍♀?‍♂?‍♀?‍♂?‍♀?‍♂?‍♀?ଜୟ ଜଗନ୍ନାଥ... Read More
କାହାର ଚେହେରା କୁଦେଖି ତା କାମ ଉପରେସନ୍ଦେହ କରିବା ଉଚିତ୍ ନୁହଁକାହିଁକି ନାସୁନ୍ଦର ଦିଶୁଥିବା ମଣିଷ ବିଅସୁନ୍ଦର କାମ କରେବନ୍ଧୁପ୍ରକୃତି ବି ବହୁତ ସୁନ୍ଦରବେଳେ ବେଳେଭୟଙ୍କର ରୂପ ନେଇଆସିଥାଏ ।।????????ଜୟ ଜଗନ୍ନାଥ ?... Read More
ଇଶ୍ବର ଙ୍କୁ ତ କେବେଦେଖିନକିନ୍ତୁଇଶ୍ବର ପରି ଗୁରୁଙ୍କୁ ଦେଖିଛଯେଉଁ ଗୁରୁନ୍ଯାୟ ,ସତପଥ,ସତକର୍ମଜୀବନ ବଞ୍ଚିବା ମୂଲ୍ଯଶିକ୍ଷା ଦେଇଥାନ୍ତିବନ୍ଧୁଜ୍ଞାନଦୀପ କୁ ଜଳାଇ ଆମରମାର୍ଗ ଦେଖେଇଥାନ୍ତି ।।⛳⛳⛳⛳⛳⛳⛳?ଜୟ ଜଗନ୍ନାଥ ?... Read More
ନଜର ଖରାପଥିବା ଲୋକଙ୍କ ମୁହଁ ଏମିତିକଳା ପଡେଜାର ନଜର ଖରାପ ସେଦୁନିଆ ପାଇଁ ଧଳାହେବ କେମିତିବନ୍ଧୁନିଜକୁ ଓ ନିଜରଚିନ୍ତା ନଜର ବଦଳାନ୍ତୁକାହିଁକି ନାଅନ୍ଧାର ଗଲେ ଆଲୋକ ଆସେଖରାପ ଭାବନା ଗଲେଭଲ ଭାବନା ଆସେ ।।????????ଜୟ... Read More

Categories