ବିଲେଇ ହେଉଛି ଦେବୀ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀଙ୍କ ବାହନ। ଏହାସହିତ ବିଲେଇକୁ ପିତୃପୁରୁଷଙ୍କ ରୂପ ବୋଲି ମଧ୍ୟ ମାନା ଯାଇଛି। କହିବାକୁ ଗଲେ ପୌରାଣିକ ମାନ୍ୟତା ଅନୁସାରେ ବିଲେଇ, କୁକୁର, କାଉ, ପାରା ଆଦିଙ୍କ... Read More
Today Anuchinta
ଶାସ୍ତ୍ରରେ ଭଲ ସୁଖୀ ଜୀବନ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ନିୟମ କୁହାଯାଇଛି। ଯାହାକୁ ପାଳନ କରିବା ଅନିର୍ବାଯ୍ୟ ଅଟେ ନଚେତ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଜିର ଏହି ପୋଷ୍ଟରେ... Read More
ଲୁଣ ବିନା ଖାଇବାର ସ୍ୱାଦ ଅଧୁରା । କିନ୍ତୁ ଆପଣ କେବେ ଏହାକୁ ଗାଧୋଇବା ସମୟରେ ବ୍ୟବହାର କରିଛନ୍ତି କି? ଏହା ଆପଣଙ୍କ ପାଟିକୁ ସ୍ୱାଦ ଦେବା ସହ ଗାଧୋଇବା ପାଣିରେ ମିଶାଇ ଗାଧୋଇବା... Read More
ନୂଆବର୍ଷ ଆରମ୍ଭ ହେବା ପାଇଁ ଆଉକିଛି ଦିନ ବାକି ରହିଛି। ନୂଆବର୍ଷରେ ଶୁଭ କାର୍ଯ୍ୟ ଆରମ୍ଭ କଲେ ବର୍ଷ ସାରା ଶୁଭ ହୋଇଥାଏ ବୋଲି ମାନା ଯାଇଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ କୌଣସି... Read More
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଅନେକ ତଥ୍ୟ ବିଷୟରେ ବର୍ଣ୍ଣିତ ରହିଛି। ଏଥିରେ ମନୁଷ୍ୟର ଜୀବନକୁ ସହଜ ଓ ସରଳ କରିବା ପାଇଁ ଅନେକ ଉପଦେଶ ଦିଆଯାଇଛି। ତେଣୁ ମନୁଷ୍ୟ ଏହି ଉପଦେଶକୁ ନିଜ... Read More
ଆଜିର ଅନୁଚିନ୍ତାତୁମନାଲି ଆଖି ଦେଖିକେତେ ଜଣ ଡରିଯିବେକିନ୍ତୁଜନତା ନୁହଁବନ୍ଧୁଜନତା ତାଙ୍କ ଇଚ୍ଛା ର ମାଲିକଜନତା ଶକ୍ତି ଆଗରେତୁମ ନାଲି ଆଖି ର ଶାସନଚାଲିବ ନାହିଁ????????ଜୟ ଜଗନ୍ନାଥ ?... Read More
ଆଖିଯାହା ଦେଖିଥାଏକିନ୍ତୁପାଟି ତା”ଠାରୁ ଅଧିକମିଛ କହି ଖସି ଯିବାକୁ ବସେବନ୍ଧୁସଂସାର କୁ ଆଉ କେତେଦିନ ମିଛ କହିବକାହିଁକି ନାସମସ୍ତଙ୍କୁ ମିଛ କହି ଠକି ଦେବଯିଏ ସଂସାର ଚଲାନ୍ତିସିଏ ଦିନେତୁମକୁ ଠକି ଦେବେ????????ଜୟ ଜଗନ୍ନାଥ ?... Read More
ତୁମ ଶରୀରରେଶେଷ ନିଶ୍ବାସ ପର୍ଯ୍ୟନ୍ତହାର ମାନିବା ଜମାରୁଉଚିତ୍ ନୁହଁବନ୍ଧୁଅଧ୍ଯାୟ ଖେଳିବାର ଅଛିଦୁନିଆ ସହ ଖେଳ ନାହିଁନିଜ ସହ ଖେଳକାହିଁକି ନାନିଜ ସହ ଖେଳିଲେସଫଳତା ନିଶ୍ଚିତ☄☄☄☄☄☄☄?ଜୟ ଜଗନ୍ନାଥ ?... Read More
ତୁମ ଭକ୍ତିଉପରେ ବିଶ୍ବାସ ଅଛି ତବନ୍ଧୁବିଶ୍ବାସ ହିଁ ଭକ୍ତିକାହିଁକି ନାମା”ତୁମ ଭକ୍ତି ରପରୀକ୍ଷା ନିଅନ୍ତିଭକ୍ତି ହିଁ ପ୍ରେମ ର ମାର୍ଗଦେଖେଇ ଥାଏଯେଉଁ ପ୍ରେମ ଧର୍ଯ୍ୟ ରଖିବାରଶିକ୍ଷା ଦେଇଥାଏ????????ଜୟ ଜଗନ୍ନାଥ ?... Read More
ଦୁଃଖଯାହାକୁ କହୁଛସେ ତୁମଦୁଃଖ ରେ ଦୁଖୀ ତବନ୍ଧୁନହେଲେ ତୁମ ଦୁଃଖ କୁହସରେ ଉଡେଇ ଦେବକାହିଁକି ନାଆଜିର ଦୁନିଆ ରେପାଖରେ ଛିଡା ହୋଇମଜା ଦେଖିବାକୁ ଅନେକଆସନ୍ତିବିପଦ ବେଳକୁପଛ ଘୁଞ୍ଚା ଦିଅନ୍ତି?♀?♂?♀?♂?♀?♂?♀?ଜୟ ଜଗନ୍ନାଥ ?... Read More
