ଦନ୍ତେବାଡ଼ା ପୋଲିସ ନିକଟରେ ଜଣେ ମାଓବାଦୀର ଆତ୍ମସମର୍ପଣ ଅପରାଧ ମାଲକାନଗିରି ଦନ୍ତେବାଡ଼ା ପୋଲିସ ନିକଟରେ ଜଣେ ମାଓବାଦୀର ଆତ୍ମସମର୍ପଣ September 17, 2021 ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦନ୍ତେବାଡ଼ା ଜିଲା ପୋଲିସ ନିକଟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଦନ୍ତେବାଡ଼ା ଜିଲାର କୁଆକୁଣ୍ଡ ଥାନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ... Read More