ସହରର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା, ୭ ଦିନ ଭିତରେ ମରାମତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ : ମାନସ ଦତ୍ତ ବାଲେଶ୍ୱର ସହରର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା, ୭ ଦିନ ଭିତରେ ମରାମତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ : ମାନସ ଦତ୍ତ September 28, 2021 ବାଲେଶ୍ୱର : ଦୀର୍ଘଦିନ ଧରି ଟାଉନ ହଲ ଛକ ଠାରୁ ମଣ୍ଡଳ ବଜାର ଜଗନ୍ନାଥ ମନ୍ଦିର ଛକ ରାସ୍ତା ଭାୟା ସୁଏଲପୁର ଅତି କଦର୍ଯ୍ୟ ହୋଇ ପଡ଼ି ରହିଛି । ବାଲେଶ୍ୱର ପ୍ରଶାସନ ସବୁ... Read More