ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗ, ଆଜି ବସିବ ନୀତି ସବକମିଟି ବୈଠକ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗ, ଆଜି ବସିବ ନୀତି ସବକମିଟି ବୈଠକ July 28, 2023 ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ନୀତି ସବକମିଟି ବୈଠକ ବସିବ । ବୈଠକରେ ବନକଲାଗି ନେଇ କୌଣସି ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ଗତ ବୁଧବାର... Read More