ଆନ୍ଦୋଳନରୁ ଓହରିଲା ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଭୁବନେଶ୍ୱର ଆନ୍ଦୋଳନରୁ ଓହରିଲା ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ March 16, 2023 ଭୁବନେଶ୍ବର : ରାଜଧାନୀରେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନରୁ ଓହରି ଯାଇଛି । ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଏହି ସଂଘ । ଆନ୍ଦୋଳନ ପ୍ରତ୍ୟାହାର ନେଇ... Read More