ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ‘ଅନୁଭବ ଯାତ୍ରା’ ଆରମ୍ଭ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ‘ଅନୁଭବ ଯାତ୍ରା’ ଆରମ୍ଭ February 7, 2023 ପୁରୀ : ଦୁଇବର୍ଷର କୋଭିଡ୍ଜନିତ କଟକଣା ପରେ ଚଳିତବର୍ଷ ପୁଣିଥରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ‘ଅନୁଭବ ଯାତ୍ରା’ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସମସ୍ତ ନିଯୋଗକୁ ଗତ ୩ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ... Read More