ବରିଷ୍ଠ ମହିଳା ଟି-୨୦ ପ୍ରତିଯୋଗିତା : ତ୍ରିପୁରାଠୁ ୧୦ ରନ୍ରେ ହାରିଲା ଓଡ଼ିଶା ଖେଳ ବରିଷ୍ଠ ମହିଳା ଟି-୨୦ ପ୍ରତିଯୋଗିତା : ତ୍ରିପୁରାଠୁ ୧୦ ରନ୍ରେ ହାରିଲା ଓଡ଼ିଶା October 21, 2022 ଭୁବନେଶ୍ବର: ବେଙ୍ଗାଲୁରୁରେ ଚାଲିଥିବା ବରିଷ୍ଠ ମହିଳା ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ପରାଜୟ ବରଣ କରିଛି। ଆଲୁର କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ୧୦ ରନ୍ରେ ତ୍ରିପୁରାଠୁ ହାରିଯାଇଛି। ଟସ୍ ଜିତି... Read More