ଭାରତକୁ ହରାଇଲେ ଜିମ୍ବାୱେ ଖେଳାଳିଙ୍କୁ ବାହା ହେବି : ପାକିସ୍ତାନ ଅଭିନେତ୍ରୀ ଆଇସିସି ପୁରୁଷ ଟି-୨୦ ବିଶ୍ୱ କପ ଖେଳ ଭାରତକୁ ହରାଇଲେ ଜିମ୍ବାୱେ ଖେଳାଳିଙ୍କୁ ବାହା ହେବି : ପାକିସ୍ତାନ ଅଭିନେତ୍ରୀ November 4, 2022 ଇସଲାମାବାଦ: ଭାରତକୁ ହରାଇବା ପାଇଁ ଲୋଭନୀୟ ତଥା ଅଜବ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନୱାରି। ଚଳିତ ଟି-୨୦ ବିଶ୍ୱକପର ଆସନ୍ତା ମ୍ୟାଚ୍ରେ ଯଦି ଜିମ୍ବାୱେ ଭାରତକୁ ହରାଇ ଦେଲା ତେବେ ମୁଁ... Read More