ଏଣିକି ଛୁଟି ଦିନରେ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ବଲପୁର ଏଣିକି ଛୁଟି ଦିନରେ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ October 4, 2021 ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଯୋଗ ଦେବା ପରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଚାନକ ଆଜିଠାରୁ କୁଳପତି ନୂଆ ଆଦେଶ ଜାରି କରିଥିବା ଜଣାପଡ଼ିଛ। ନୂଆ ଆଦେଶ ଅନୁସାରେ,... Read More