Sambalpur-Jharsuguda MEMU Train

ସମ୍ବଲପୁର : ଆଜି ଦିନକ ପାଇଁ ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ ବାତିଲ କରାଯାଇଛି। ଗତକାଲିର ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସମ୍ବଲପୁର ରେଲ୍‌ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ାରୁ ସମ୍ବଲପୁର... Read More

Categories