ନୀଳମଣି କଲେଜରେ ବଳିଦାନ ଦିବସ ବାଲେଶ୍ୱର ନୀଳମଣି କଲେଜରେ ବଳିଦାନ ଦିବସ September 10, 2022 ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ବୀର ବାଘାଯତୀନଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ. ତପନ... Read More