ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି ପୁରୀ ଧାଡ଼ି ପହଣ୍ଡିରେ ରଥ ଉପରକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି July 12, 2021 ପୁରୀ : ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଛି । ଶ୍ରୀମନ୍ଦିର ସେବାୟତମାନେ ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା... Read More