୧୩ରୁ ପୁଣି ଆରମ୍ଭ ହେବ ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ସେବା ରାଜ୍ୟ ୧୩ରୁ ପୁଣି ଆରମ୍ଭ ହେବ ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ସେବା July 7, 2021 ପୁରୀ : ଆସନ୍ତା ଜୁଲାଇ ୧୩ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପୁରୀ-ଇନ୍ଦୋର-ପୁରୀ ବିଶେଷ ଟ୍ରେନ ସେବାକୁ ପୁନଃ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି । ତେବେ ମଇ ମାସ... Read More