୧୭ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଭ୍ୟାନ : ୩ମୃତ, ୧୪ ଆହତ ଦେଶ-ବିଦେଶ ୧୭ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଭ୍ୟାନ : ୩ମୃତ, ୧୪ ଆହତ February 14, 2023 ମୁମ୍ବାଇ : ପୁଣେ-ନାସିକ୍ ହାଇଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୭ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଭ୍ୟାନ । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।... Read More