ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରସାଦ ସେବନ କଲେ ରାଷ୍ଟ୍ରପତି ପୁରୀ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରସାଦ ସେବନ କଲେ ରାଷ୍ଟ୍ରପତି November 10, 2022 ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରସାଦ ସେବନ କରିଛନ୍ତି । ରାଷ୍ଟ୍ରପତି ତଳେ ବସି କଦଳୀ ପତ୍ରରେ ପ୍ରସାଦ ଖାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ... Read More