ପଟାଟୋ ପ୍ୟାନ କେକ୍ ରୋଷେଇ ପଟାଟୋ ପ୍ୟାନ କେକ୍ August 22, 2021 ସାମଗ୍ରୀ:ଆଳୁବେସନପରିବା (ବିନ, ଗାଜର, କ୍ୟାପ୍ସିକମ, ଟମାଟୋ)ଅଧା ଚାମଚ ଅଦା ରସୁଣ ପେଷ୍ଟକଞ୍ଚାଲଙ୍କାଜୁଆଣିହଳଦୀଗୁଣ୍ଡଲଙ୍କାଗୁଣ୍ଡଧନିଆପତ୍ରତେଲସ୍ୱାଦ ଅନୁସାରେ ଲୁଣ ପ୍ରଣାଳୀ :ପ୍ରଥମେ ଏକ ପାତ୍ରରେ ଆଳୁକୁ ପୁରା ଛୋଟ ଛୋଟ କରି କାଟି ଦିଅନ୍ତୁ ଅର୍ଥାତ୍ ଗ୍ରିଡ୍ କରିଦିଅନ୍ତୁ... Read More