ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର; ମହାରାଷ୍ଟ୍ରରେ ଲିଗ୍, ଗୁଜରାଟରେ ପ୍ଲେ ଅଫ୍ ମ୍ୟାଚ୍! IPL ଖେଳ ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର; ମହାରାଷ୍ଟ୍ରରେ ଲିଗ୍, ଗୁଜରାଟରେ ପ୍ଲେ ଅଫ୍ ମ୍ୟାଚ୍! February 1, 2022 ମୁମ୍ବାଇ : ମହାମାରୀ କରୋନା ସ୍ଥିତି ଆପାତତଃ ନିୟନ୍ତ୍ରଣାଧୀନରେ ଥିବାରୁ ଚଳିତବର୍ଷ ‘ଆଇପିଏଲ୍’ ସ୍ୱଦେଶୀ ପରିବେଶ ଅର୍ଥାତ୍ ଭାରତରେ ଖେଳାଯିବାର ସମ୍ଭାବନା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ବିସିସିଆଇ ମଧ୍ୟ ଭାରତରେ... Read More