ପେନସନ୍ ଅଦାଲତ ଦରଖାସ୍ତ ଅବଧି ମେ ୧୫ ଯାଏଁ ବଢିଲା ରାଜ୍ୟ ପେନସନ୍ ଅଦାଲତ ଦରଖାସ୍ତ ଅବଧି ମେ ୧୫ ଯାଏଁ ବଢିଲା April 29, 2021 ଭୁବନେଶ୍ୱର : ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଅନଲାଇନ୍ ରେ ଦରଖାସ୍ତ ଗ୍ରହଣର... Read More