ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ୱ : ଟ୍ୱିଟରର ନୂଆ ସିଇଓ ହେବେ ପରାଗ ଅଗ୍ରଓ୍ବାଲ ଦେଶ-ବିଦେଶ ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ୱ : ଟ୍ୱିଟରର ନୂଆ ସିଇଓ ହେବେ ପରାଗ ଅଗ୍ରଓ୍ବାଲ November 30, 2021 ନୂଆଦିଲ୍ଲୀ: ବିଶ୍ବର ବହୁଳ ବ୍ୟବହୃତ ତଥା ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେକ ଡର୍ଶୀ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ତେବେ ତାଙ୍କ ସ୍ଥାନରେ ଭାରତରେ... Read More