ଜୁନିଅର ହକି ବିଶ୍ୱକପ : ଇଜିପ୍ଟକୁ ୩-୧ଗୋଲ୍ରେ ହରାଇଲା ପାକିସ୍ତାନ ଖେଳ ଜୁନିଅର ହକି ବିଶ୍ୱକପ : ଇଜିପ୍ଟକୁ ୩-୧ଗୋଲ୍ରେ ହରାଇଲା ପାକିସ୍ତାନ November 27, 2021 ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଆଜି ହେଉଛି ଚତୁର୍ଥ ଦିନ। ଚତୁର୍ଥ ଦିନର ପ୍ରଥମ ମ୍ୟାଚରେ ପୂର୍ବତନ ବିଶ୍ୱକପ ଚାମ୍ପିଅନ ପାକିସ୍ତାନକୁ ସାମ୍ନା କରିଥିଲା... Read More