ଶ୍ରୀଜୀଉଙ୍କ ପଇତାଲାଗି ନୀତି ସମ୍ପନ୍ନ ପୁରୀ ଶ୍ରୀଜୀଉଙ୍କ ପଇତାଲାଗି ନୀତି ସମ୍ପନ୍ନ April 26, 2022 ପୁରୀ : ଶ୍ରୀମନ୍ଦିରରେ ସୋମବାର ଶ୍ରୀଜୀଉ ମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସେଥିପାଇଁ ଜୟ ବିଜୟ ଦ୍ୱାର ଅପରାହ୍ନ ୪ଟା ୫୫ରେ ବନ୍ଦ କରାଯାଇଥିଲା... Read More