Ordinary People Can Watch

କଟକ : ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ। ଏ ନେଇ ହାଇକୋର୍ଟ ପକ୍ଷରୁ ସ୍ବତନ୍ତ୍ର ନିୟମାବଳି ପ୍ରଣୟନ କରାଯାଇଛି। ନୂତନ ନିୟମାବଳି ଆସନ୍ତା ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ... Read More

Categories