‘ଅସାନି’ ପ୍ରଭାବ : ଭାସିଗଲା ଅଲିଭରିଡ୍ଲେ ଅଣ୍ଡା ଗଞ୍ଜାମ ‘ଅସାନି’ ପ୍ରଭାବ : ଭାସିଗଲା ଅଲିଭରିଡ୍ଲେ ଅଣ୍ଡା May 12, 2022 ଛତ୍ରପୁର: ବାତ୍ୟା ‘ଅସାନି’ ପ୍ରଭାବରେ ଅଶାନ୍ତ ବଙ୍ଗୋପସାଗରରେ ଉଚ୍ଚ ଢେଉ ଉଠି ବାଲୁକା ଶଯ୍ୟା ଧୋଇ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଦେଢ଼ ମାସ ତଳେ ସାମୂହିକ ଅଣ୍ଡାଦାନ କରିଥିବା ବିରଳ ସାମୁଦ୍ରିକ... Read More