ପୂର୍ବ ପରମ୍ପରା ଆଗେ ହାର ମାନିଲା ପ୍ରଶାସନ! ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ ବଲାଙ୍ଗୀର ପୂର୍ବ ପରମ୍ପରା ଆଗେ ହାର ମାନିଲା ପ୍ରଶାସନ! ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ January 12, 2022 ବଲାଙ୍ଗିର : ବଲାଙ୍ଗିର ଜିଲା ଖଇରଗୁଡ଼ାର ଶୁଲିଆ ପୀଠ ପୁଣିଥରେ ରକ୍ତ ରଞ୍ଜିତ ହୋଇଛି। ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଥିଲା। ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର... Read More