୩୬ତମ ଜାତୀୟ କ୍ରୀଡ଼ା ମହିଳା ଫୁଟବଲ : ତାମିଲନାଡୁକୁ ହରାଇ ଫାଇନାଲରେ ଓଡ଼ିଶା ଖେଳ ୩୬ତମ ଜାତୀୟ କ୍ରୀଡ଼ା ମହିଳା ଫୁଟବଲ : ତାମିଲନାଡୁକୁ ହରାଇ ଫାଇନାଲରେ ଓଡ଼ିଶା October 9, 2022 ଭୁବନେଶ୍ୱର : ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ମହିଳା ଫୁଟବଲର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା, ତାମିଲନାଡୁକୁ ପେନାଲଟି ସୁଟଆଉଟରେ ୩-୦ରେ ପରାସ୍ତ କରିଛି। ନିର୍ଦ୍ଧାରିତ... Read More