ଓଡିଶା ହକି ଦଳର ନୂଆ କୋଚ ହେଲେ ଏଡଗର ମାସ୍କରେନହାସ ଖେଳ ଓଡିଶା ହକି ଦଳର ନୂଆ କୋଚ ହେଲେ ଏଡଗର ମାସ୍କରେନହାସ March 11, 2022 ଭୁବନେଶ୍ବର : ଓଡିଶା ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମିଳିଲେ ନୂଆ ପ୍ରଶିକ୍ଷକ। ଓଡିଶା ହକି ଦଳର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଏଫଆଇଏଚ ଲେଭଲ-୨ ମାନପତ୍ର ଧାରୀ ଏଡଗର ମାସ୍କରେନହାସ... Read More