ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିସଙ୍କ ବିଧାନସଭା ପରିଦର୍ଶନ ରାଜ୍ୟ ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବିସଙ୍କ ବିଧାନସଭା ପରିଦର୍ଶନ March 2, 2023 ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାର ୩୧ ଜଣିଆ ଶିକ୍ଷାନବିସ ଓଡ଼ିଶା ବିଧାନସଭା ପରିଦର୍ଶନ କରି ବିଧାନସଭାର ଗୃହକାର୍ଯ୍ୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ଗୋପବନ୍ଧୁ ପ୍ରଶାସନିକ ତାଲିମ... Read More