ଅକ୍ଟୋବର ୧୫ରେ ହେବ ଓସିଏସସି ପ୍ରିଲିମ ପରୀକ୍ଷା କଟକ ଅକ୍ଟୋବର ୧୫ରେ ହେବ ଓସିଏସସି ପ୍ରିଲିମ ପରୀକ୍ଷା August 29, 2023 କଟକ : ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ ପରୀକ୍ଷା ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ -ଓପିଏସସି ପକ୍ଷରୁ କୁହାଯାଇଛି।... Read More