କାଳବୈଶାଖୀରେ ଭାଙ୍ଗିଲା ଶ୍ରୀମନ୍ଦିରର ନୀଳଚକ୍ର ବାନା ବାଉଁଶ ପୁରୀ କାଳବୈଶାଖୀରେ ଭାଙ୍ଗିଲା ଶ୍ରୀମନ୍ଦିରର ନୀଳଚକ୍ର ବାନା ବାଉଁଶ May 11, 2021 ପୁରୀ : ପୁରୀ ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ବର୍ଷା ପବନ ଯୋଗୁଁ ନୀଳଚକ୍ର ବାନା ବାଉଁଶ ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟା ପବନ ସହ ବର୍ଷା ଲାଗି ରହିଥିଲା। ଫଳରେ ଏହି... Read More