ପିସିବିର ଚେୟାରମ୍ୟାନ୍ ପଦରୁ ବିଦା ହେଲେ ରମିଜ୍ ରାଜା, ନଜମ ସେଠୀ ନୂଆ ଅଧ୍ୟକ୍ଷ ଖେଳ ପିସିବିର ଚେୟାରମ୍ୟାନ୍ ପଦରୁ ବିଦା ହେଲେ ରମିଜ୍ ରାଜା, ନଜମ ସେଠୀ ନୂଆ ଅଧ୍ୟକ୍ଷ December 22, 2022 ଲାହୋର : ପାକିସ୍ତାନ କ୍ରିକେଟ୍ ବୋର୍ଡ଼(ପିସିବି)ର ଚେୟାରମ୍ୟାନ୍ ପଦରୁ ହଟିଲେ ଇମ୍ରାନ ଖାନଙ୍କ ପାଖ ଲୋକ କୁହାଯାଉଥିବା ରମିଜ୍ ରାଜା । ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନଜମ ସେଠୀଙ୍କୁ... Read More