ୟୁକ୍ରେନ ସଙ୍କଟ : ଡୋନେସ୍କ ସହରରେ ଏକାଧିକ ବିସ୍ଫୋରଣ ସୂଚନା ଦେଶ-ବିଦେଶ ୟୁକ୍ରେନ ସଙ୍କଟ : ଡୋନେସ୍କ ସହରରେ ଏକାଧିକ ବିସ୍ଫୋରଣ ସୂଚନା February 19, 2022 ମସ୍କୋ: ୟୁକ୍ରେନର ପୂର୍ବ ଅଞ୍ଚଳର ବିଦ୍ରୋହୀଙ୍କ କବଜାରେ ଥିବା ସହର ଡୋନେସ୍କରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।... Read More