ସେଣ୍ଟ ଲରେନ୍ସ ନଦୀରୁ ୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶ-ବିଦେଶ ସେଣ୍ଟ ଲରେନ୍ସ ନଦୀରୁ ୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ April 1, 2023 ଟରୋଣ୍ଟୋ: କାନାଡା-ଆମେରିକା ସୀମା ନିକଟସ୍ଥ ଏକ ନଦୀରୁ ୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ମଧ୍ୟରେ ଏକ ଭାରତୀୟ ପରିବାର ଥିବା ଜଣାପଡିଛି । ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା... Read More