ଫାଇଲେରିଆ ଦୂରୀକରଣ ପାଇଁ ଆଜି ଠାରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ରାଜ୍ୟ ଫାଇଲେରିଆ ଦୂରୀକରଣ ପାଇଁ ଆଜି ଠାରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ February 10, 2023 ଭୁବନେଶ୍ବର :ଆଜିଠାରୁ ରାଜ୍ୟର ୧୦ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍(ଏଲ୍ଏଫ୍) ଦୂରୀକରଣ ପାଇଁ ଆସନ୍ତା ୧୦ ତାରିଖରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ(ଏମ୍ଡିଏ) ଆରମ୍ଭ ହେବ। ଏହି ଅଭିଯାନରେ ୧,୩୬,୦୬,୯୪୮ଜଣ ହିତାଧିକାରୀଙ୍କୁ ଔଷଧ... Read More