୨୦୦୦ ଟଙ୍କିଆ ନୋଟ୍ ଅଚଳ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଖଡ଼ଗେ, କହିଲେ ‘ଦ୍ୱିତୀୟ ‘ନୋଟବନ୍ଦୀ’ ଦେଶ-ବିଦେଶ ୨୦୦୦ ଟଙ୍କିଆ ନୋଟ୍ ଅଚଳ ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଖଡ଼ଗେ, କହିଲେ ‘ଦ୍ୱିତୀୟ ‘ନୋଟବନ୍ଦୀ’ May 20, 2023 ନୂଆଦିଲ୍ଲୀ: ଭାରତୀୟ ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣାର ଦିନକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି।ଏହା ପ୍ରଥମ ନୋଟବନ୍ଦୀ... Read More