ଖୁଣ୍ଟୁଣି ଅଭିମୁଖେ ଟ୍ରାଙ୍କୁଲାଇଜ୍ ହାତୀ କଟକ ଖୁଣ୍ଟୁଣି ଅଭିମୁଖେ ଟ୍ରାଙ୍କୁଲାଇଜ୍ ହାତୀ September 29, 2022 ଚୌଦ୍ୱାର : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଛି । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି । ଏହାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଥିବା ଜଣାପଡିଛି... Read More