ରାସ୍ତା ଉପରେ ୫ ଫୁଟ ଉଚ୍ଚର ବର୍ଷାଜଳ; କେନ୍ଦୁଝର-ପାଟଣା ଯୋଗାଯୋଗ ବିଚ୍ଛିନ୍ନ କେନ୍ଦୁଝର ରାସ୍ତା ଉପରେ ୫ ଫୁଟ ଉଚ୍ଚର ବର୍ଷାଜଳ; କେନ୍ଦୁଝର-ପାଟଣା ଯୋଗାଯୋଗ ବିଚ୍ଛିନ୍ନ September 14, 2021 କେନ୍ଦୁଝର : ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିବା ଯୋଗୁଁ ବୈତରଣୀ ଓ କାଣିଝର ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ପାଟଣା ବୈତରଣୀରେ ଜଳସ୍ରୋତ ପ୍ରଖର ବେଗରେ ପ୍ରବାହିତ ହେଉଥିବା ବେଳେ କାଣିଝର... Read More