ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରିଲେ ମହିଳା ସିଙ୍ଗଲ୍ସ ଖେଳାଳି ବ୍ରାଡି ଖେଳ ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରିଲେ ମହିଳା ସିଙ୍ଗଲ୍ସ ଖେଳାଳି ବ୍ରାଡି December 20, 2021 ୱାଶିଂଟନ୍ : ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରିଯାଇଛନ୍ତି ଆମେରିକାର ପ୍ରମୁଖ ମହିଳା ସିଙ୍ଗଲ୍ସ ଖେଳାଳି ଜେନିଫର୍ ବ୍ରାଡି। ଚଳିତ ବର୍ଷର ଏହି ଟୁର୍ଣ୍ଣାମେଣ୍ଟ୍ରେ ରନର୍ସଅପ୍ ହୋଇଥିବା ବ୍ରାଡି ତାଙ୍କ... Read More