ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ : ଜୟନ୍ତ ଓ ସାଇନି ଟିମ୍ରେ ସାମିଲ, ସୁନ୍ଦର ବାଦ୍ ଖେଳ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ : ଜୟନ୍ତ ଓ ସାଇନି ଟିମ୍ରେ ସାମିଲ, ସୁନ୍ଦର ବାଦ୍ January 13, 2022 ମୁମ୍ବାଇ : କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଅଫ୍ସ୍ପିନର୍ ୱାଶିଂଟନ୍ ସୁନ୍ଦରଙ୍କୁ ବୁଧବାର ୩ ମ୍ୟାଚ୍ ବିଶିଷ୍ଟ ଆଗାମୀ ସାଉଥ୍ ଆଫ୍ରିକା ଟୁର୍ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ବଦଳ... Read More