ଜଗନ୍ନାଥ ସାଗରରୁ ନାବାଳିକାର ମୃତଦେହ ଉଦ୍ଧାର କୋରାପୁଟ ଜଗନ୍ନାଥ ସାଗରରୁ ନାବାଳିକାର ମୃତଦେହ ଉଦ୍ଧାର September 6, 2021 କୋରାପୁଟ : କୋରାପୁଟ ଜିଲା ଜୟପୁର ସ୍ଥିତ ଜଗନ୍ନାଥ ସାଗରରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୋମବାର ଜଗନ୍ନାଥ ସାଗରରେ ମୃତଦେହଟି ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ... Read More