ଆଇଏସ୍ଏସ୍ଏଫ୍ ବନ୍ଧୁକଚାଳନା ବିଶ୍ବକପ୍ ସ୍କିଟ୍ ଇଭେଣ୍ଟ୍ : ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ମୈରାଜ ଖେଳ ଆଇଏସ୍ଏସ୍ଏଫ୍ ବନ୍ଧୁକଚାଳନା ବିଶ୍ବକପ୍ ସ୍କିଟ୍ ଇଭେଣ୍ଟ୍ : ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ମୈରାଜ July 19, 2022 ଚାଙ୍ଗ୍ୱନ୍ : ଭେଟେରାନ ଭାରତୀୟ ବନ୍ଧୁକଚାକଳ ମୈରାଜ ଅହମ୍ମଦ ଖାନ ଆଇଏସ୍ଏସ୍ଏଫ୍ ବନ୍ଧୁକଚାଳନା ବିଶ୍ବକପ୍ ସ୍କିଟ୍ ଇଭେଣ୍ଟ୍ରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ବିଶ୍ବକପ୍ରେ ସେ ଏହି ସଫଳତା ପାଇଛନ୍ତି।... Read More